Gurubar Manabasa Puja Kit

Gurubar Manabasa Puja Kit

750.00

ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ, ଚାଷୀ ଧାନ ଆଣିଥାନ୍ତି। ଘରଣୀ ଧଳାଧାନ ବାଛନ୍ତି ଏବଂ ବେଣୀ ମେଣ୍ଟା ପ୍ରସ୍ତୁତ କରନ୍ତି। ଗୁରୁବାର ଓଷା ପୂର୍ବଦିନ ଘର ପରିଷ୍କାର କରାଯାଏ। ଅନ୍ନ ଓ ଧନର ଦେବୀ ଲକ୍ଷ୍ମୀଙ୍କ ପୂଜା ପାଳନ ହୁଏ। ଓଷା ପୂର୍ବଦିନରେ ଚିତା ଏବଂ ଲକ୍ଷ୍ମୀପାଦରେ ଆଙ୍କନ୍ତି। ଧଳାଧାନ ପୂରିତ ମାଣ ଖଟୁଲିରେ ବସାଇଥାନ୍ତି, ଏକ ନବବଧୂର ରୂପରେ ସଜାଯାଏ। ଘରର ପ୍ରତ୍ୟକ ସ୍ଥାନ ପରିଷ୍କାର ହୋଇଥାଏ ଓ ଲକ୍ଷ୍ମୀଙ୍କ ପଦ୍ମପାଦ ଆଙ୍କା ଅଛି।

750.00

Buy Now
Add to cart

Product Description

ମାଣବସା ଗୁରୁବାର ଓଷା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ ଅଟେ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମାର୍ଗଶିର ମାସରେ, ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ  । ଓଡ଼ିଶାର ସମସ୍ତ ଜାତିର ଲୋକେ ଏହି ଓଷା ପାଳନ କରିଥାନ୍ତି । ପୂଜା ସମୟରେ ଘରକୁ ଧାନ ମେଣ୍ଟା ବା ଧାନବେଣୀରେ ସଜାଯାଏ । ଏହି ପର୍ବରେ ଲକ୍ଷ୍ମୀଙ୍କୁ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ଭାବେ ପୂଜା କରାଯାଏ ।

Reviews

There are no reviews yet.

Be the first to review “Gurubar Manabasa Puja Kit”

Your email address will not be published. Required fields are marked *

Back to top