Baula Amavasya
₹800.00Current price is: ₹800.00. Original price was: ₹920.00.
-13%ପୌଷମାସ ଅମାବାସ୍ୟା ରାତିରେ, ଓଡ଼ିଶାରେ ପାଳନ ହୋଇଥିବା ପାରମ୍ପରିକ ବଉଳ ଅମାବାସ୍ୟା ଉତ୍ସବ । ଏହି ଦିନ ଆମ୍ବ ଓ ପଣସ ଗଛମାନଙ୍କରେ ବଉଳ ବା ଫଳକଷି ଧରେ, ଓ ଲୋକମାନଙ୍କର ବିଶ୍ୱାସ ଯେ ଗଛମାନଙ୍କର ପୂଜା କଲେ ବହୁତ ଫଳ ହୁଏ।
ବଉଳ ଅମାବାସ୍ୟା ପାଳନର ବିଧିବିଧାନ: ଘରେ ଗଇଁଠା ପିଠା ତିଆରି କରାଯାଏ । ଉକ୍ତଦିନ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, ଗୁଆ, ପିଜୁଳି ଆଦି ଗଛଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର, ଧୂପଦୀପ ଓ ଗଇଁଠା ପିଠାରେ ପୂଜା କରାଯାଇଥାଏ । ଆଉ ଈଷାଣ କୋଣରେ ଓ ରୋଷେଇ ଘରେ ପୂଜା କରି ଭୋଗ ବଣ୍ଟାଯାଏ ।
Product Description
ପୌଷ ଅମାବାସ୍ୟା
|
Kalash Puja kit is used for this pooja
Reviews
There are no reviews yet.